♫musicjinni

PRATIKSHYA ତମେ ଆଜିଠୁ ମୋ ଗୁରୁ - ମୁଁ ତମଠୁ ଗୀତ ଶିଖିବି - Mun Bi Namita Agrawal Hebi - Sidharth Tv

video thumbnail
Click the link below to watch the original song of Namita Agrawal
https://youtu.be/QD-JUbTbBCg
Song : Mun Jauchi Jagara Jali - Album : Jagara 2020 - Music Label: Sidharth Music - Lyrics : Arun Mantri - Music : Prem Anand
Singer : Namita Agrawal
----------------------------------------------------------------------------------------------------------------------
Sidharth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...
TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I
SIDHARTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, SITI, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, NXT Digital- 18602120400

Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
-----------------------------------------------------------------------------------------
Subscribe us on YouTube to watch clippings & promos of our All Television Channels :
👉 SidharthTV: http://www.youtube.com/c/SidharthTV
👉 Sidharth Bhakti : https://www.youtube.com/c/SidharthBhakti
👉 Sidharth Gold : http://www.youtube.com/c/SidharthGold
-----------------------------------------------------------------
Enjoy & stay connected with us!
👉 Like us on Facebook : https://www.facebook.com/SidharthTVofficial/
👉 Follow us on Twitter : https://twitter.com/sidharth_tv
👉 Follow us on Instagram : https://www.instagram.com/sidharthtvofficial/
-----------------------------------------------------------------
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal

Season 1ର Top contestant Soumyashree , Debasmita & Upasana's Performance-Mun Bi Namita Agrawal Hebi

Magical Singing on the Semi Final - Mun Bi Namita Agrawal Hebi - Sidharth TV

BEST SINGING PERFORMANCE OF MUN BI NAMITA AGRAWAL HEBI STUDIO ROUND - SIDHARTH TV

Papu Pom Pom ଗାଇଲେ ନମିତା ଅଗ୍ରୱାଲଙ୍କ ଗୀତ - Mun Bi Namita Agrawal Hebi - Grand Finale - Sidharth TV

Mu B Namita Agrawal Hebi - GRAND FINALE - FULL EPISODE | Best Singing Reality Show on Sidharrth TV

Best Singing Performance on the Studio Round - Mun Bi Namita Agrawal Hebi - Sidharth TV

Show ର ତମେ ସବୁଠୁ Best ପ୍ରତିଯୋଗୀ #MunBiNamitaAgrawalHebi ଝିଅ ସହ ତାଙ୍କ ବାପା ବି ଗାଇଲେ ଗୀତ | Sidharth TV

Soumyashree ପୁଣି ଥରେ ଆସିଲେ Audition ଦେବାକୁ - କଣ ହେଲା Situation - Mun Bi Namita Agrawal Hebi S2

Best Performance of Studio Round - Mun Bi Namita Agrawal Hebi - Sidharth TV

Duet Performance of Studio Round - Mun Bi Namita Agrawal Hebi - Sidharth TV

Mun Bi Namita Agrawal Hebi Maha Milan - Season 3 - Full Ep -6 -Shantilata Barik Special- Sidharth TV

DUET PERFORMANCE ON THE STUDIO ROUND - MUN BI NAMITA AGRAWAL HEBI - SIDHARTH TV

Duet Performance on the Studio Round - Mun Bi Namita Agrawal Hebi - Sidharth TV

ନାଚି ନାଚି ଗୀତ ଗାଇ ସମସ୍ତଙ୍କ ମନ ମୋହିଲେ କୁନି ଝିଅ Pratikshya - Mun Bi Namita Agrawal Hebi - Sidharrth TV

ହାତ ଦେଖି ଗୀତ ଗାଇଲେ ସୌମ୍ୟାଶ୍ରୀ-ଜିତିଲେ M.Audition Ticket #MunBiNamitaAgrawalHebi |Trending SIDHARTH TV

Antara's Soulful Serenade: A Song That Stole Hearts and Soared Souls" - Mun Bi Namita Agrawal Hebi

ନାଚି ନାଚି ଗୀତ ଗାଇ Finale ରେ ଚରଚାନ୍ଦ ଲଗେଇଦେଲେ cute doll Tanisha Panda - Mun Bi Namita Agrawal Hebi

କୁନି ନମିତା ଏମିତି ଗାଇଲେ , ସମସ୍ତେ ଗୀତ ଶୁଣି କାନ୍ଦିଲେ !! Soumyashree | Mun Bi Namita Agrawal Hebi |

ରୋଚକ ହେଉଛି semi final ଟକ୍କର - Mun Bi Namita Agrawal Hebi - Sidharth TV

Trishna Vs Jagyasheni - Duet Performance - Mun Bi Namita Agrawal Hebi - Sidharth TV

ସୁରିଲା କଣ୍ଠରେ ସୁନ୍ଦର ଭଜନ By Pragyan Hota - Mun Bi Namita Agrawal Hebi - Sidharth TV

ଦେଖନ୍ତୁ ଏକ ସୁନ୍ଦର Performance - Mun Bi Namita Agrawal Hebi - Sidharth TV

ଏମିତି ପ୍ରତିଯୋଗୀ ବହୁତ କମ ସମୟ ରେ ଆସନ୍ତି - Mun Bi Namita Agrawal Hebi - Sidharth TV

Mu B Namita Agrawal Hebi - Studio Round FULL EPISODE -81 | Best Singing Reality Show on Sidharrth TV

Swetalisha's Best Singing on the Studio Round - Mun Bi Namita Agrawal Hebi - Sidharth TV

Duet Performance - କିଏ ଗାଇଲେ ଅଧିକ ଭଲ ?? Mun Bi Namita Agrawal Hebi - Sidharth TV

କୁନି ଝିଅଟିର ଗୀତ ଶୁଣି ସମସ୍ତେ ମାରିଲେ ତାଳି - Mun Bi Namita Agrawal Hebi - Sidharth TV

Tanisha & Sresthangana ଙ୍କ duet performance - Mun Bi Namita Agrawal Hebi - Sidharrth TV

Cute Doll Tanishaଙ୍କ Cute Performance - Mun Bi Namita Agrawal Hebi S2 - Sidharth TV

Studio Round's Amazing Performance - Mun Bi Namita Agrawal Hebi - Sidharth TV

Disclaimer DMCA