♫musicjinni

Sankat Mochana Hanuman | ସଂକଟ ମୋଚନ ହନୁମାନ | Antara Chakrabarty | Saroj | Nihar | Manchanathdev Music

video thumbnail
ପବିତ୍ର ହନୁମାନ ଜଯନ୍ତୀ ଓ ମହାବିଶୁବ ସଙ୍କ୍ରାନ୍ତୀ ଉପଲକ୍ଷେ ପଞ୍ଚନାଥ ଦେବ ମିଉଜିକ୍ ଆପଣମାନଙ୍କ ପାଇଁ ଭେଟିଦେଉଛି ଏକ ସୁନ୍ଦର ଶ୍ରୀ ହନୁମାନଙ୍କ ଭଜନ, ଗୀତ ଲେଖିଛନ୍ତି ନିହାର ପ୍ରିଯାଶିଷ୍ ଓ ସଂଗୀତରେ ଅଛନ୍ତି ସରୋଜ କୁମାର ପ୍ରଧାନ ଓ ଏହାକୁ ଗାଇଛନ୍ତି ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଆଶା ଏହି ଭାବପୂର୍ଣ୍ଣ ଭଜନଟି ଆପଣମାନଙ୍କୁ ଭାବମୟ କରିବ.

Song Credit
♪ Lyrics : Nihar Priyaashish
♪ Music : Saroj Kumar Pradhan
♪ Singer : Antara Chakrabarty
♪ Programming : Niki Nikash
♪ Videography/Editing : Prashant Dash
♪ Mixed & Mastered : Bunu Studio
♪ Producer : Manoj Kumar Badu & Ratikanta Badu
♪ Album : Sankata Mochana Hanuman
♪ Copyright : Manchanath Dev Music

* ANTI-PIRACY WARNING *
This content is Copyright to Manchanath Dev Music. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented !

ଏହି ଭାବର ଭଜନଟି ଭଲଲାଗିଲେ, ଆମକୁ ଉତ୍ସାହିତ କରିବାକୁ ଗୋଟେ ଲାଇକ୍ କରିବେ, ସେୟାର କରିବେ, ଆମ ଚ୍ୟାନେଲ୍ କୁ ନିଶ୍ଚିନ୍ତ ସବସ୍କ୍ରାଇବ୍ କରିବା ସହିତ, ଆପଣଙ୍କର ବହୁମୂଲ୍ୟ ମତାମତ ଦେବେ. ଅଶେଷ ଅଶେଷ ଧନ୍ୟବାଦ

Lyrics

ସର୍ବ ମଙ୍ଗଳକାରୀ ସଂକଟ ମୋଚନ
ସର୍ବ କଳୁଷହାରୀ କେଶରୀ ନନ୍ଦନ
ସର୍ବ ସିନ୍ଧି ସର୍ବ ଶୁଦ୍ଧି, ତୁମ ନାମ ମହୋଷଧୀ
ସର୍ବାରିଷ୍ଟ ସର୍ବ ବ୍ୟାଧି କର ହେ ହରଣ..
ବାୟୁ ପୁତ୍ର ବଜ୍ରବାହୁ ବିଶ୍ବକାୟ ନମୋ ନମଃ
ବଜରଙ୍ଗୀ ବ୍ରହ୍ମଚାରୀ ବରଦାୟ ନମୋ ନମଃ-

ଅଜର ଅମର ଅବିନାଶୀ ତୁମେ
ଛାତିରେ ରଖିଚ ସୀତା ରାମ
ଅମଙ୍ଗଳହାରୀ ମଙ୍ଗଳ ମୂରତୀ
ମଙ୍ଗଳ କରିବା ତୁମ କାମ
ଶର୍ବ ଶକ୍ତି ସର୍ବ ଶାନ୍ତି ସର୍ବାଙ୍ଗରେ ଦିବ୍ୟ ଜ୍ୟୋତି
ସର୍ବ ପାପ ସର୍ବ ତାପ କର ହେ ନାଶନ..
ମହାବୀର ମହାମୁନି ମହାକାୟ ନମୋ ନମଃ
ରାମ ଦୂତ ବ୍ରହ୍ମଦେବ ମୃତ୍ୟୁଞ୍ଜୟ ନମୋ ନମଃ-

ବିନାସୀ ଅଧର୍ମ ଧରିଚ ଧରମ
ଯମ ନମାଡଇ ତୁମ ଧାମ
ଭୂତ କି ପିଶାଚ ଦୂରୁ ଦୂରେଯାଏ
ଡାକିଲେ ବାଲାଜୀ ତୁମ ନାମ
ସର୍ବବ୍ୟାପୀ ସର୍ବଋପୀ ସର୍ବତ୍ର ହେ ପଞ୍ଚମୂଖୀ
ସର୍ବ ଭୟ ସର୍ବ ଭ୍ରାନ୍ତି କର ହେ ଭଞ୍ଜନ..
ଅଞ୍ଜନାୟ ପିଙ୍ଗଳାକ୍ଷ ଅଜରାୟ ନମୋ ନମଃ
ପ୍ରଣବାୟ ହନୁମନ୍ତ ନିର୍ଗୁଣାୟ ନମୋ ନମଃ-

Sarba mangalakari sankata mochan
sarba kalushahari keshari nandan
sarba sidhi sarba sudhi tuma nama mahosadhi
sarbarista sarba byadhi kara hey harana..
bayuputra bajra bahu biswakaya namo namha
bajrangi brhamacari baradaya namo namha-0

Ajara amara abinishi tume
chhatire rakhicha sita rama
amangalahari mangala murati
mangala kariba tuma kama
sarba sakti sarba santi sarbangare dibya jyoti
sarba papa sarba tapa kara hey nashana
mahavira mahamuni mahakaya namo namha
ramadutta brahmadev mrutyunjaya namo namha-1

Binashi adharma dharicha dharama
jama na madai tuma dhama
bhuta ki pisacha duru dure jae
dakile balaji tuma nama
sarba byapi sarba rupi sarbatra hey panchamukhi
sarba bhaya sarba bhranti kara hey bhanjana
anjanaya pingalakshya ajaraya namo namha
pranabaya hanumanta nirgunaya namo namha-2

#SankataMochanaHaunman #AntaraChakrabarty #NiharPriyaashish #SarojKumarPradhan #HanumanBhajan #OdiaDevotionalSong #ManchanathDevMusic #JayHanuman #OdiaBhajan #AntaraChakrabartyBhajan #NiharPriyaashishNewSong #AntaraChakrabartyHanumanBhajan

Sankat Mochana Hanuman | ସଂକଟ ମୋଚନ ହନୁମାନ | Antara Chakrabarty | Saroj | Nihar | Manchanathdev Music

Disclaimer DMCA