♫musicjinni

Kemiti Bhulibi Se abhula Dina||Hrudaya Hina||Humane Sagar Odia Sad Song||Lyrics lover||

video thumbnail
Singer by Humane Sagar

Lyrics-Sunil Maharana

Song- Kemiti Bhulibi Se abhula Dina

Hi guys subscribe our YouTube channel and support..
||Like|| comment|| share||
# Subscribe......


Lyrics
ଓ ହୋ ଓ ହୋ ଓ ହୋ
ହୋ.ହୋ.ହୋ...
ଓ ହୋ ଓ ହୋ ଓ ହୋ
ହୋ.ହୋ.ହୋ...
କେମିତି ଭୁଲିବି ସେ ଅଭୁଲା ଦିନ
ତୋ ହୃଦୟରେ ଦିନେ ଥିଲା ମୋ ପାଇଁ ପ୍ରେମ
ଦିନେ ନ ଦେଖିଲେ ମୋତେ କନ୍ଦୁଥିଲୁ ତୁ
ମୋ ମନ ଆକାଶ ରେ ତୁ ଥିଲୁ ଲୋ ଜହ୍ନ

କେମିତି ଭୁଲିବି ସେ ଅଭୁଲା ଦିନ
ତୋ ହୃଦୟରେ ଦିନେ ଥିଲା ମୋ ପାଇଁ ପ୍ରେମ
ଦିନେ ନ ଦେଖିଲେ ମୋତେ କନ୍ଦୁଥିଲୁ ତୁ
ମୋ ମନ ଆକାଶ ରେ ତୁ ଥିଲୁ ଲୋ ଜହ୍ନ

ମୋ ଭଲ ପାଇବାରେ ଥିଲା କୋଉଠି ଉଣା
ତୋ ହୃଦୟରେ ଭରିଗଲା ମୋ ପାଇଁ ଘୃଣା
ତୁ ଆଉ କାହା ହାତ ଧରି ଚାଲିବୁ ବୋଲି
ମୋ ମନ କୁ ଭାବିଦେଲୁ ମାଟି ଖେଳନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟକୁ ମନ୍ଦିର ଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟହୀନା

ଓ ହୋ ଓ ହୋ ଓ ହୋ
ହୋ.ହୋ.ହୋ...
ଓ ହୋ ଓ ହୋ ଓ ହୋ
ହୋ.ହୋ.ହୋ...

ଏ ଦୁନିଆ କୁ ଭୁଲି ତୋତେ ଭଲ ପାଇଲି
ତୁ ଏମିତି ବଦଳିଯିବୁ ଭାବି ନଥିଲି
ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି
ତୁ ଅଧା ବାଟେ ଏକା କରି ଗଲୁ ଲୋ ଚାଲି

ଏ ଦୁନିଆ କୁ ଭୁଲି ତୋତେ ଭଲ ପାଇଲି
ତୁ ଏମିତି ବଦଳିଯିବୁ ଭାବି ନଥିଲି
ତୋ ପ୍ରେମରେ ପାଗଳ ଏତେ କାହିଁକି ହେଲି
ତୁ ଅଧା ବାଟେ ଏକା କରି ଗଲୁ ଲୋ ଚାଲି


ତୁ ଏତେ ବେଇମାନି ପ୍ରିୟା କେମିତି ହେଲୁୁ
ତୋ ସ୍ବାର୍ଥ ସରିଗଲା ବୋଲି ଭୁଲି ତୁ ଗଲୁ
ତୁ ନୂଆ ସାଥିଟିଏ ପାଇ ହସୁଛୁ ସିନା
ମୁଁ ଜଳୁଛି ଲୋ ଏକା ଏକା ଆଜି ତୋ ବିନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟକୁ ମନ୍ଦିର ଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟ ହୀନା

ଓ ହୋ ଓ ହୋ ଓ ହୋ
ହୋ.ହୋ.ହୋ...
ଓ ହୋ ଓ ହୋ ଓ ହୋ
ହୋ.ହୋ.ହୋ...

ମୋ ମନ ପଞ୍ଜୁରୀରେ ତୁ ସୁନା ସାରୀ
ତୁ କେମିତି ଲୋ ଚାଲିଗଲୁ ମୋ ଛାତି ଚିରି
ମୁଁ ତୋତେ ନେଇ ଦେଖିଥିଲି କେତେ ସପନ
ମୁଁ ଜିଇଁ ଥାଉ ଥାଉ ମୋର ନେଲୁ ଜୀବନ
ମୋ ମନ ପଞ୍ଜୁରୀରେ ତୁ ସୁନା ସାରୀ
ତୁ କେମିତି ଲୋ ଚାଲିଗଲୁ ମୋ ଛାତି ଚିରି
ମୁଁ ତୋତେ ନେଇ ଦେଖିଥିଲି କେତେ ସପନ
ମୁଁ ଜିଇଁ ଥାଉ ଥାଉ ମୋର ନେଲୁ ଜୀବନ

ତୋ ବାହାନା କୁ ପ୍ରେମ ବୋଲି ଭରସା କଲି
ତୁ ଏମିତି ମିଛେଇ ବୋଲି ଜାଣି ନଥିଲି
ମୁଁ କେମିତି ବଞ୍ଚିବି ଆଜି କହ ତୋ ବିନା
ତୁ ଦେଲୁ ଏମିତିକା ଦୁଃଖ ସହି ହୁଏନା
ତୋ ପ୍ରେମରେ ଥିଲା ପ୍ରିୟା ଏତେ ଛଳନା
ମୋ ଛାତି ଚିରି ମନ ନେଇ କରିଲୁ ଚୁନା
ତୋ ହୃଦୟକୁ ମନ୍ଦିର ଟେ ଭାବିଥିଲି ମୁଁ
ମୁଁ ଜାଣିଗଲି ତୁ ଗୋଟେ ହୃଦୟହୀନା

Thanks for watching 😊😁.......
▶️BP Crazy Create........✍️........

Kemiti Bhulibi Se abhula Dina||Hrudaya Hina||Humane Sagar Odia Sad Song||Lyrics lover||

Kemiti Bhulibi Se Abhula Dina | Hrudaya Hina | Official Studio Version | Human Sagar | Odia Sad Song

KEMITI BHULIBI SE ABHULA DINA ODIA LYRICS VIDEO

Kemiti Bhulibi Se Abhula Dina | Hrudaya Hina | Female | Official Studio Version | Amrita Nayak

Kemiti Bhulibi Se Abhula Dina Lyrical Song | Hrudaya Hina | Humane Sagar

Kemiti Bhulibi Se Abhula Dina (Slowed+Reverb) Lofi Song | Humane Sagar | #odialofisong

Kemiti Bhulibi Se Abhula Dina | Official Video | Raja D I Subhasis | Lipika | Goldy | Humane Sagar

Kemiti Bhulibi Se Abhula Dina | Hrudaya Hina | Female | Official Studio Version

Kemiti Bhulibi Se Abhula Dina | Hrudaya Hina | Ft-Asish,bubun, mama| Human Sagar | Odia Sad Song

Latest Odia Song Kemiti Bhulibi Se Abhula Dina Hrudaya Hina Male and Female Song

Kemiti Bhulibi Se Abhula Dina | Slowed Reverb| Official Studio Version | Human Sagar | Odia Sad Song

Kemiti Bhulibi Se Abhula Dina (Female Version)

Kemiti Bhulibi Se Abhula Dina (Hrudaya Hina)

Kemiti Bhulibi Se Abhula Dina Oriya Love Song. Mixing information 2019

Emiti Aasilu Tu Jibane Mora | Kemiti Bhulibi 2 | Official Studio Version | Humane Sagar

Kemiti Bhulibi Se Abhula Dina Odia super hit song

Kemiti bhulibi Se abhula Dina

tu kain kain kanduthubu #odia #sad #status #viral #youtubeshorts

Kemiti bhulibi Se abhula Dina cover song trailer #humansagar #newsodisha24

Kemiti Bhulibi Se Abhula Dina Odia Karaoke

Kemiti Bhulimi Se Abhula Dina [Slowed+Reverb] Odialofi Song |Odialofi|Odia lofi mix | SM lofi Music

Kemiti Bhulibi Se Abhula Dina | humane sagar | 30 sec lyrics video |fullscreen lyrics video|

Best Of Humane Sagar | All Sad Hits | Odia Sad Song | Jukebox

Kemiti bhulibi se abhula dina 8D song - Enjoy with headphone

Best Of Humane Sagar | All Odia Sad Hits| All Time Song | OdiaNews 24

Kemiti Bhulibi Se Abhula Dina |Hrudaya Hina| New Odia lyrics Song With Whatsapp Status😘Human sagar

Kemiti Bhulibi Se Abhula Dina || Hridaya Hina || Official version | Amrita Nayak

Kemiti Bhulibi Se Abhula Dina || Human Sagar || Sad Vocal Song || Lofi Aashiq 0.2 #vocal

Kemiti Bhulibi Se Somyaro Smruti ll Girls Emotional Status Video ll Female Lyrics Sad

KEMITI🙁 BHULIBI SE ABHULA😔 DINA | ODIA SAD☹️ SONG STATUS😓 | #shorts #short #odiasadstatus #odia

Disclaimer DMCA